അർത്ഥം : ନୀତି ପଥରୁ ଭ୍ରଷ୍ଟ କରିବା
ഉദാഹരണം :
ସେ ମୋ ଛୁଆକୁ ଖରାପ କରିଦେଲା
പര്യായപദങ്ങൾ : ଖରାପ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
नीति पथ से भ्रष्ट करना।
उसने मेरे बच्चे को बिगाड़ दिया।അർത്ഥം : କୌଣସି ବସ୍ତୁକୁ ତିଆରି କରିବା ସମୟରେ ଏଭଳି ଦୋଷ ଉତ୍ପନ୍ନ କରିବା ଯେପରିକି ତାହା ଠିକ ହେବନାହିଁ
ഉദാഹരണം :
ଦର୍ଜୀ ମୋର ଡ୍ରେସ ଖରାପ କରିଦେଲା
പര്യായപദങ്ങൾ : ଖରାପ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु को बनाते समय ऐसा दोष उत्पन्न करना कि वह ठीक न बने।
दर्जी ने मेरा ड्रेस बिगाड़ दिया।അർത്ഥം : ଖରାପ ଅବସ୍ଥାକୁ ଆଣିବା
ഉദാഹരണം :
ରଞ୍ଜନ ମୋ ଘଣ୍ଟାକୁ ଖରାପ କରିଦେଲା
പര്യായപദങ്ങൾ : ଖରାପ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପଦାର୍ଥର ସ୍ୱାଭାବିକ ଗୁଣ ଅଥବା ସ୍ୱଭାବରେ ବିକାର ଉତ୍ପନ୍ନ କରିବା
ഉദാഹരണം :
କ୍ରୋଧିଁ ତାର ଚେହେରାକୁ ହିଁ ଖରାପ କରିଦେଲା
പര്യായപദങ്ങൾ : ଖରାପ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी पदार्थ के स्वाभाविक गुण अथवा स्वभाव में विकार उत्पन्न करना।
जलन वश उसने उसका चेहरा ही बिगाड़ दिया।അർത്ഥം : ଖରାପ ଅଭ୍ୟାସ ଲଗାଇବା
ഉദാഹരണം :
ସଙ୍ଗତି ପ୍ରାୟଶଃ ବହୁତଙ୍କୁ ଖରାପ କରେ
പര്യായപദങ്ങൾ : ଖରାପ କରିବା
മറ്റ് ഭാഷകളിലേക്കുള്ള വിവർത്തനം :