അർത്ഥം : ଯେଉଁଥିରେ ପ୍ରତିଯୋଗୀ ବା ଯୋଡ଼ି ପ୍ରଥମରୁ ନିଶ୍ଚିତ ହୋଇନଥାଏ ଅଧିକନ୍ତୁ ଏକଜୁଟ ହେଲାପରେ ଲୋକେ ଇଚ୍ଛାନୁସାରେ ନିଜ ନିଜର ପ୍ରତିଯୋଗୀ ବା ଯୋଡ଼ି ବାଛନ୍ତି
ഉദാഹരണം :
ଆମଗାଁରେ ପ୍ରତିବର୍ଷ ନାଗପଞ୍ଚମୀ ଦିନ ବିକ୍ଷିପ୍ତ କୁସ୍ତି ପ୍ରତିଯୋଗିତାର ଆୟୋଜନ କରାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
जिसमें प्रतियोगी या जोड़ पहले से निश्चित न हो बल्कि सबके एकत्र हो जाने पर लोग मनमाने ढंग से अपना प्रतियोगी या जोड़ चुन लें।
हमारे गाँव में हर साल नागपंचमी के दिन बौरे दंगल का आयोजन किया जाता है।