അർത്ഥം : କଢ଼ିର ଫୁଲଟିଏ ବନିବାର ଅବସ୍ଥା
ഉദാഹരണം :
କଢିଟିଏ ଫୁଲ ରୂପରେ ହିଁ ବିକାଶ ହୁଏ
മറ്റ് ഭാഷകളിലേക്കുള്ള വിവർത്തനം :
The time and process of budding and unfolding of blossoms.
anthesis, blossoming, efflorescence, florescence, flowering, inflorescenceഅർത്ഥം : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
ഉദാഹരണം :
ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
പര്യായപദങ്ങൾ : ଅଭ୍ୟୁଦୟ, ଉତ୍ଥାନ, ଉନ୍ନତି, ଉନ୍ନୟନ, ପ୍ରଗତି
മറ്റ് ഭാഷകളിലേക്കുള്ള വിവർത്തനം :
Gradual improvement or growth or development.
Advancement of knowledge.അർത്ഥം : ବିକଶିତ ହେବାର ପ୍ରକ୍ରିୟା ବା ଭାବ
ഉദാഹരണം :
ଜନ୍ମରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ସବୁଠୁ ଅଧିକ ହୁଏ
പര്യായപദങ്ങൾ : ବୃଦ୍ଧି
മറ്റ് ഭാഷകളിലേക്കുള്ള വിവർത്തനം :
Gradual improvement or growth or development.
Advancement of knowledge.അർത്ഥം : ବଢ଼ିବା ଓ ବଢ଼େଇବା କାର୍ଯ୍ୟ
ഉദാഹരണം :
ଏହି ବର୍ଷ କମ୍ପାନୀର ବିକ୍ରିରେ ବିଶେଷ ବୃଦ୍ଧି ହୋଇଛି
പര്യായപദങ്ങൾ : ଅଭିବୃଦ୍ଧି, ବର୍ଦ୍ଧନ, ବୃଦ୍ଧି
മറ്റ് ഭാഷകളിലേക്കുള്ള വിവർത്തനം :
बढ़ने या बढ़ाने की क्रिया।
इस साल कंपनी की बिक्री में बहुत अधिक वृद्धि हुई है।