അർത്ഥം : ଏକ ପ୍ରକାର ବାଣ
ഉദാഹരണം :
ବିକର୍ଣ୍ଣ ବାଣ ଅତି ମାରାତ୍ମକ
പര്യായപദങ്ങൾ : ବିକର୍ଣ୍ଣ ବାଣ
മറ്റ് ഭാഷകളിലേക്കുള്ള വിവർത്തനം :
A projectile with a straight thin shaft and an arrowhead on one end and stabilizing vanes on the other. Intended to be shot from a bow.
arrowഅർത്ഥം : ଧୃତରାଷ୍ଟ୍ରଙ୍କର ଜଣେ ପୁତ୍ର
ഉദാഹരണം :
ଭାଗବତରେ ବିକର୍ଣ୍ଣଙ୍କ ବର୍ଣ୍ଣନା ମିଳିଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : କର୍ଣ୍ଣଙ୍କ ଜଣେ ପୁତ୍ର
ഉദാഹരണം :
ବିକର୍ଣ୍ଣଙ୍କ ବର୍ଣ୍ଣନା ପୁରାଣ ଗୁଡ଼ିକରେ ଦେଖିବାକୁ ମିଳେ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ଯେଉଁ ରେଖା ଚତୁର୍ଭୁଜରେ ତେର୍ଚ୍ଛା ଭାବରେ ପଡ଼ିଥିବା ସାମ୍ନାସାମ୍ନି ଥିବା ବିନ୍ଦୁକୁ ମିଶାଏ ଏବଂ ସେହି ଚତୁର୍ଭୁଜକୁ ଦୁଇଟି ତ୍ରିଭୁଜରେ ବିଭକ୍ତ କରେ
ഉദാഹരണം :
ଏହି ଚତୁର୍ଭୁଜରେ କର୍ଣ୍ଣର ଲମ୍ବ ୫ସେଣ୍ଟିମିଟର
പര്യായപദങ്ങൾ : କର୍ଣ୍ଣ
മറ്റ് ഭാഷകളിലേക്കുള്ള വിവർത്തനം :
(mathematics) a set of entries in a square matrix running diagonally either from the upper left to lower right entry or running from the upper right to lower left entry.
diagonal