അർത്ഥം : କୌଣସି ନୂଆ ବସ୍ତୁ ତିଆରି କରିବା ବା ନୂଆ କଥା ଖୋଜି ବାହାରକରିବା
ഉദാഹരണം :
ଟାଟା କାରର ଚାରିଟା ନୂଆ ମଡ଼େଲ ବାହାରିଛି
പര്യായപദങ്ങൾ : ଆବିଷ୍କାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
कोई नई वस्तु तैयार होना या नई बात का पता चलना।
टाटा से कार के चार नए मॉडल निकले हैं।Make something new, such as a product or a mental or artistic creation.
Her company developed a new kind of building material that withstands all kinds of weather.അർത്ഥം : ଅଲଗା ବା ପୃଥକ କରିବା
ഉദാഹരണം :
ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
പര്യായപദങ്ങൾ : ଅଲଗା କରିବା, ବାଛିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏଭଳି କୌଣସି ବସ୍ତୁ ତିଆରି କରିବା କିମ୍ବା ନୂଆ କଥା ବାହାର କରିବା ଯାହା କେହି ପ୍ରଥମେ ଜାଣି ନଥାନ୍ତି
ഉദാഹരണം :
ଏଡିସନ୍ ବିଜୁଳୀ ଆବିଷ୍କାର କରିଥିଲେ
പര്യായപദങ്ങൾ : ଆବିଷ୍କାର କରିବା, ଉଦ୍ଭାବନ କରିବା, ଖୋଜି ବାହାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
कोई ऐसी नयी वस्तु तैयार करना या नई बात ढूँढ़ निकालना जो पहले किसी को मालूम न रही हो।
एडीसन ने बिजली का आविष्कार किया।അർത്ഥം : କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
ഉദാഹരണം :
ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
പര്യായപദങ്ങൾ : କାଢ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭିତରେ ପଶିଥିବା ଜିନିଷକୁ ବାହାର କରିବା
ഉദാഹരണം :
ବାରିକ ପାଦର କଣ୍ଟାକୁ ବାହାରକଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କଥାବସ୍ତୁଆଦି ଆରମ୍ଭ କରିବା
ഉദാഹരണം :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
പര്യായപദങ്ങൾ : ଆରମ୍ଭ କରିବା, ଉଠାଇବା
മറ്റ് ഭാഷകളിലേക്കുള്ള വിവർത്തനം :
Take the first step or steps in carrying out an action.
We began working at dawn.അർത്ഥം : ନିସ୍ତାର ବା ଉଦ୍ଧାର କରିବା
ഉദാഹരണം :
ସେ ମୋତେ ଏହି ବିପଦରୁ ଉଦ୍ଧାର କଲା
പര്യായപദങ്ങൾ : ଉତ୍ତାରିବା, ଉଦ୍ଧାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜାରି କରିବା ବା ପ୍ରଚଳନ କରିବା
ഉദാഹരണം :
ସରକାର ନୂଆ ଡାକଟିକଟ ପ୍ରଚଳନ କଲେ
പര്യായപദങ്ങൾ : ଜାରି କରିବା, ପ୍ରଚଳନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
जारी करना या उपलब्ध कराना।
सरकार ने नया डाक टिकट निकाला है।അർത്ഥം : ଖୋଜିକରି ଆଗରେ ରଖିବା
ഉദാഹരണം :
ପୋଲିସ ଚୋର ଘରୁ ଚୋରି ମାଲ ବାହାରକଲେ
പര്യായപദങ്ങൾ : ଜବତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
ढूँढ़कर सामने रखना।
पुलिस ने चोर के घर से चोरी के माल निकाले।അർത്ഥം : ରେଖା ପରି ସିଧାରେ ଦୂର ପର୍ଯ୍ୟନ୍ତ ଯାଇଥିବା ବସ୍ତୁର ନିର୍ମାଣ କରିବା
ഉദാഹരണം :
ସରକାର ଏହି ବନ୍ଧରୁ ଆଉ ଏକ କେନାଲ ବାହାର କଲେ
മറ്റ് ഭാഷകളിലേക്കുള്ള വിവർത്തനം :
रेखा के समान दूर तक जाने वाली वस्तु का निर्माण करना।
सरकार ने इस बाँध से एक और नई नहर निकाली।