അർത്ഥം : ମିଶି ଯାଇଥିବା ବା ଜଡ଼ିଯାଇଥିବା ବା ଲାଗି ଯାଇଥିବା ଜିନିଷ୍ଆଦିର ଅଲଗା ହେବା
ഉദാഹരണം :
କମିଜର ବୋତାମ ବାହାରି ଯାଇଛି ବହିର ପତ୍ର ବାହାରି ପଡ଼ିଛି ଯୋଡ଼େଇ କାରଣରୁ କାନ୍ଥର ସିମେଣ୍ଟ ଖସି ଯାଇଛି
പര്യായപദങ്ങൾ : ଉଖାଡ଼ି ଯିବା, ଖସିଯିବା, ପୃଥକ ହେବା
മറ്റ് ഭാഷകളിലേക്കുള്ള വിവർത്തനം :