അർത്ഥം : ବାହାନା କରିବା କାମ
ഉദാഹരണം :
ଛୋଟ ପିଲା ପାଠଶାଳାକୁ ନଯିବାପାଇଁ ବହୁତ ବାହାନା କରନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
बहाना बनाने की क्रिया।
छोटे बच्चे पाठशाला न जाने के लिए बहुत बहानेबाज़ी करते हैं।അർത്ഥം : ନିଜକୁ ରକ୍ଷା କରିବାପାଇଁ କିମ୍ବା କୌଣସି ଉଦ୍ଦେଶ୍ୟ ହାସଲ କରିବାପାଇଁ ମିଛ କଥାବାର୍ତ୍ତା
ഉദാഹരണം :
ସେ ମୁଣ୍ଡ ବ୍ୟଥାର ବାହାନାକରି ସ୍କୁଲକୁ ଗଲାନାହିଁ
പര്യായപദങ്ങൾ : ଛଳନା
മറ്റ് ഭാഷകളിലേക്കുള്ള വിവർത്തനം :
A defense of some offensive behavior or some failure to keep a promise etc..
He kept finding excuses to stay.