അർത്ഥം : ବୁଢ଼ାଲୋକଙ୍କପାଇଁ ଆଦରସୂଚକ ସମ୍ବୋଧନ
ഉദാഹരണം :
ଶ୍ୟାମ ତାଙ୍କ ବୁଢ଼ା ଚାକରକୁ ଜେଜେ ବୋଲି ଡାକେ ବାବା ! ମୁଁ ଆପଣଙ୍କୁ ରାସ୍ତା ପାରି କରାଇଦେବି କି ?
പര്യായപദങ്ങൾ : ଜେଜେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପିତାଙ୍କ ପାଇଁ ସମ୍ବୋଧନ
ഉദാഹരണം :
ଆମେ ଆମର ପିତାଙ୍କୁ ବାପା ବୋଲି ସମ୍ବୋଧନ କରୁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସାଧୁସନ୍ତ ଆଦିଙ୍କପାଇଁ ଆଦରସୂଚକ ସମ୍ବୋଧନ
ഉദാഹരണം :
ଆମ ଗାଁକୁ ଜଣେ ସାଧୁ ବାବା ଆସିଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :