അർത്ഥം : କୌଣସି କାର୍ଯ୍ୟ କରିବା ସମୟରେ ଆସୁଥିବା ବାଧା
ഉദാഹരണം :
ଏହି କାମରେ କିଛି ବିଘ୍ନ ନଆସୁ ସେଇଥିପାଇଁ ମୁଁ ବିଘ୍ନବିନାଶକଙ୍କୁ ପ୍ରାର୍ଥନା କରୁଛି
പര്യായപദങ്ങൾ : ବିଘ୍ନ, ବ୍ୟତିକ୍ରମ, ବ୍ୟାଘାତ
മറ്റ് ഭാഷകളിലേക്കുള്ള വിവർത്തനം :
Some abrupt occurrence that interrupts an ongoing activity.
The telephone is an annoying interruption.അർത്ഥം : ଆଘାତର ଲାକ୍ଷଣିକ ପ୍ରୟୋଗ
ഉദാഹരണം :
ତା ବ୍ୟବହାରରେ ମୋ ସମ୍ମାନକୁ ଆଘାତ ଲାଗିଲା
മറ്റ് ഭാഷകളിലേക്കുള്ള വിവർത്തനം :
A figurative injury (to your feelings or pride).
He feared that mentioning it might reopen the wound.അർത്ഥം : କୌଣସି କଥାକୁ ଠିକ ନମାନି ତା ସଂପର୍କରେ କିଛି କହିବାର କ୍ରିୟା
ഉദാഹരണം :
ଭଲ କାମ କରିବାରେ କାହାରି ଆପତ୍ତି ନରହିବା ଉଚିତ୍
പര്യായപദങ്ങൾ : ଅନୈକ୍ୟ, ଅସମ୍ମତି, ଆପତ୍ତି, ବିରୋଧ, ବିରୋଧିତା
മറ്റ് ഭാഷകളിലേക്കുള്ള വിവർത്തനം :
किसी काम या बात के अनुचित, अव्यावहारिक, नीति-विरुद्ध या हानिकारक जान पड़ने पर उसे रोकने के उद्देश्य से कही जानेवाली विरोधी बात।
अच्छा काम करने में किसी को आपत्ति नहीं होनी चाहिए।The speech act of objecting.
objectionഅർത്ഥം : ପାରସ୍ପରିକ ବିବାଦ ଯୋଗୁଁ ଯେତେବେଳେ ଦୁଇ ପକ୍ଷ ନିଜ କଥାରେ ଅଟଳ ରହିବା ହେତୁ କୌଣସି ବୁଝାମଣା ବା ସମାଧାନର ମାର୍ଗ ମିଳି ନ ଥାଏ
ഉദാഹരണം :
କେହି ଜଣେ ନତମସ୍ତକ ନ ହେଲେ ତ ପ୍ରତିବନ୍ଧକ ଦୂର ହେବ ନାହିଁ
പര്യായപദങ്ങൾ : ପ୍ରତିବନ୍ଧକ
മറ്റ് ഭാഷകളിലേക്കുള്ള വിവർത്തനം :
Drawing position in chess: any of a player's possible moves would place his king in check.
stalemateഅർത്ഥം : ନିଶା ଛାଡ଼ି ଯିବା ସମୟର ଥକା
ഉദാഹരണം :
ବାଧା କାରଣରୁ ସେ ଉଠି ପାରୁନି
പര്യായപദങ്ങൾ : ଥକା
മറ്റ് ഭാഷകളിലേക്കുള്ള വിവർത്തനം :
A temporary state resulting from excessive consumption of alcohol.
drunkenness, inebriation, inebriety, insobriety, intoxication, tipsinessഅർത്ഥം : ନିଜ ସହଯୋଗୀ ଶ୍ରମଜୀବୀମାନଙ୍କୁ କାମରୁ ନିବୃତ୍ତ କରିବା ପ୍ରକ୍ରିୟା
ഉദാഹരണം :
ଜଣେ ଶ୍ରମିକ ନେତାଙ୍କ ପ୍ରତିରୋଧ କାରଣରୁ ଆଜି କାର୍ଯ୍ୟାଳୟରେ କାମ ହେଲାନାହିଁ
പര്യായപദങ്ങൾ : ପ୍ରତିରୋଧ, ବିରୋଧ, ବ୍ୟାଘାତ
മറ്റ് ഭാഷകളിലേക്കുള്ള വിവർത്തനം :
अपने सहयोगी श्रमजीवियों को काम करने से रोकने की क्रिया।
एक श्रमिक नेता के समावरोधन के कारण आज कार्यालय में काम नहीं हुआ।അർത്ഥം : କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
ഉദാഹരണം :
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
പര്യായപദങ്ങൾ : ଅବରୋଧ, ନିରୋଧ, ବନ୍ଦ, ବିରୋଧ
മറ്റ് ഭാഷകളിലേക്കുള്ള വിവർത്തനം :
Any structure that makes progress difficult.
impediment, impedimenta, obstructer, obstruction, obstructor