അർത്ഥം : ବାଣ୍ଟିବା ପ୍ରକ୍ରିୟା ବା ଭାବ
ഉദാഹരണം :
ସେଠ୍ଜୀ ଗରୀବଙ୍କୁ ଲୁଗାପଟା ବାଣ୍ଟିବାପରେ ଖାଦ୍ୟ ବାଣ୍ଟୁଛନ୍ତି
പര്യായപദങ്ങൾ : ପ୍ରଦାନ କରିବା, ବିତରଣ
മറ്റ് ഭാഷകളിലേക്കുള്ള വിവർത്തനം :
The act of distributing or spreading or apportioning.
distributionഅർത്ഥം : କୌଣସି ବସ୍ତୁକୁ ଭାଗଭାଗ କରିବା
ഉദാഹരണം :
ଚୋରମାନେ ଚୋରି ଧନ ବାଣ୍ଟିଲେ
പര്യായപദങ്ങൾ : ବଣ୍ଟନ କରିବା, ବିଭାଗ କରିବା, ବିଭାଜନ କରିବା, ଭାଗ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु आदि के कई भाग करना।
चोरों ने चोरी का माल बाँटा।അർത്ഥം : ସାମୁହିକ ରୂପରେ ରଖିବା ବା ବ୍ୟବହାର କରିବା
ഉദാഹരണം :
ଭାରତ ଓ ପାକିସ୍ତାନ ଏକ ଦୀର୍ଘ ସୀମାକୁ ଭାଗକରନ୍ତି
പര്യായപദങ്ങൾ : ଭାଗକରିବା, ଭାଗବାଣ୍ଟିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଳ୍ପ ଅଳ୍ପ କରି ଦେବା
ഉദാഹരണം :
ପଣ୍ଡିତ ପୂଜା ପରେ ପଞ୍ଚାମୃତ ବାଣ୍ଟିଲେ
പര്യായപദങ്ങൾ : ବିତରଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Administer or bestow, as in small portions.
Administer critical remarks to everyone present.അർത്ഥം : ଭାଗ ଅନୁସାରେ କିଛି ମିଳିବା ବା ଦିଆଯିବା
ഉദാഹരണം :
ଆଜି ବିଦ୍ୟାଳୟରେ ମିଠେଇ ବଣ୍ଟା ଯାଉଥିଲା
പര്യായപദങ്ങൾ : ବଣ୍ଟନକରିବା
മറ്റ് ഭാഷകളിലേക്കുള്ള വിവർത്തനം :