അർത്ഥം : ରାମଙ୍କ ପୂର୍ବଜ ଥିବା ଇକ୍ଷ୍ବାକୁ ବଂଶର ଜଣେ ରାଜା
ഉദാഹരണം :
ବାଣ ବିକୁକ୍ଷିଙ୍କ ପୁତ୍ର ଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ନିଶ୍ଚିତ ବା ସ୍ଥିର କରାଯାଇଥିବା ମୂଲ୍ୟରେ ଯେଉଁ ଜିନିଷ ବିକ୍ରି କରାଯାଏ
ഉദാഹരണം :
ଆଜିକାଲି ଆଳୁ ଦର ବହୁତ ବିଢ଼ିଯାଇଛି
പര്യായപദങ്ങൾ : ଦର, ଦାମ, ଭାଉ, ମୂଲ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
Amount of a charge or payment relative to some basis.
A 10-minute phone call at that rate would cost $5.അർത്ഥം : ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେ ଓ ଶବ୍ଦ ମଧ୍ୟ ହୁଏ
ഉദാഹരണം :
ଆମେ ଦିପାବଳୀ ଦିନ ବାଣ ଫୁଟାଉ
മറ്റ് ഭാഷകളിലേക്കുള്ള വിവർത്തനം :
Firework consisting of a small explosive charge and fuse in a heavy paper casing.
banger, cracker, firecrackerഅർത്ഥം : ଯେଉଁ ବାଣ ଫୁଟିଲେ ବହୁତ ଜୋରରେ ଶବ୍ଦ ହୁଏ
ഉദാഹരണം :
ଦୀପାବଳୀରେ ଅନେକ ବାଣ ଫୁଟାଗଲା
മറ്റ് ഭാഷകളിലേക്കുള്ള വിവർത്തനം :
Firework consisting of a small explosive charge and fuse in a heavy paper casing.
banger, cracker, firecrackerഅർത്ഥം : କୌଣସି ବସ୍ତୁ କିଣାବିକା ବେଳେ ତା’ ବଦଳରେ ଦିଆଯାଉଥିବା ଧନ
ഉദാഹരണം :
ଏହି କାର୍ର ଦାମ୍ କେତେ ?
പര്യായപദങ്ങൾ : ଦର, ଦାମ୍, ଭାଉ, ମୂଲ୍, ମୂଲ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
The property of having material worth (often indicated by the amount of money something would bring if sold).
The fluctuating monetary value of gold and silver.അർത്ഥം : ଧାତୁଆଦିରେ ବନା ହୋଇଥିବା ଏକ ପତଳା ଲମ୍ବା ହତିଆର ଯାହା ଧନୁଦ୍ୱାରା ଚଳାଯାଇଥାଏ
ഉദാഹരണം :
ବାଣ ବାଜିବାରୁ ପକ୍ଷୀଟି ଛଟପଟ ହେବାକୁ ଲାଗିଲା
പര്യായപദങ്ങൾ : ତୀର, ବିଶିଖ, ଶର, ଶାୟକ
മറ്റ് ഭാഷകളിലേക്കുള്ള വിവർത്തനം :
धातु आदि का बना वह पतला लम्बा हथियार जो धनुष द्वारा चलाया जाता है।
बाण लगते ही पक्षी तड़फड़ाने लगा।A projectile with a straight thin shaft and an arrowhead on one end and stabilizing vanes on the other. Intended to be shot from a bow.
arrow