അർത്ഥം : ସମୂହରୁ ଜିନିଷଗୁଡ଼ିକୁ ଅଲଗା କରିବା
ഉദാഹരണം :
ସେ ଟୋକେଇରୁ ଭଲ ଆମ୍ବ ବାଛୁଛି
പര്യായപദങ്ങൾ : ଅଲଗା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅନାବଶ୍ୟକ ରୂପରେ ନିଜର ଯୋଗ୍ୟତା ଦେଖାଇବା
ഉദാഹരണം :
ଆମେ ତୁମକୁ ଜାଣୁ, ବେଶି ବାଛନାହିଁ ସେ ବହୁତ ବାଛେ
മറ്റ് ഭാഷകളിലേക്കുള്ള വിവർത്തനം :
अनावश्यक रूप से अपनी योग्यता दिखाना।
हम तुम्हें जानते हैं, ज्यादा मत छाँटो।അർത്ഥം : କିଛି ଲୋକଙ୍କ ଭିତରୁ କାହାରିକୁ ଆପଣାର ପ୍ରତିନିଧି କରିବା
ഉദാഹരണം :
କଂଗ୍ରେସ ଲୋକମାନେ ସୋନିଆ ଗାନ୍ଧିଙ୍କୁ କଂଗ୍ରେସର ଅଧ୍ୟକ୍ଷ ରୂପେ ବାଛିଲେ
പര്യായപദങ്ങൾ : ନିର୍ବାଚିତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
कुछ लोगों में से किसी को अपना प्रतिनिधि बनाना।
काँग्रेसियों ने सोनिया गाँधी को काँग्रेस अध्यक्ष चुना।അർത്ഥം : ଅଲଗା ବା ପୃଥକ କରିବା
ഉദാഹരണം :
ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
പര്യായപദങ്ങൾ : ଅଲଗା କରିବା, ବାହାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗଛଗୁଡ଼ିକର ଚାରିପଟୁ ଘାସ ବାହାର କରିବା ଯାହାଦ୍ୱାରା ଗଛଗୁଡ଼ିକ ଠିକଭାବେ ବଢ଼ିପାରିବ
ഉദാഹരണം :
ଚାଷୀମାନେ ତାଙ୍କ ବିଲ ବାଛୁଛନ୍ତି
പര്യായപദങ്ങൾ : ଘାସ ବାଛିବା, ଘାସ ସଫାକରିବା
മറ്റ് ഭാഷകളിലേക്കുള്ള വിവർത്തനം :
पौधों के आस-पास की घास निकालना जिससे पौधों की बाढ़ ठीक तरह से हो।
किसान अपने खेतों को निरा रहे हैं।അർത്ഥം : ଅନେକ ବସ୍ତୁ ମଧ୍ୟରୁ କିଛି ମନ ପସନ୍ଦ ବସ୍ତୁ ଅଲଗା କରିବା
ഉദാഹരണം :
ଲୁଗା ଦୋକାନରେ ନିଜ ପାଇଁ ମୁଁ ଦଶଟି ଶାଢ଼ୀ ବାଛିଲି
പര്യായപദങ്ങൾ : ଚୟନ କରିବା, ପସନ୍ଦ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
बहुत सी वस्तुओं में से कुछ मनपसंद वस्तुएँ अलग करना।
कपड़े की दुकान से अपने लिए मैंने दस साड़ियाँ चुनी।അർത്ഥം : ସଜାଇକରି ବା କ୍ରମାନୁସାରେ ଠିକଭାବେ ରଖିବା
ഉദാഹരണം :
ରାଜମିସ୍ତ୍ରୀ କାନ୍ଥର ଇଟା ଅଲଗାକରି ରଖୁଛି
പര്യായപദങ്ങൾ : ଅଲଗାକରି ରଖିବା, ନିର୍ବାଚନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :