അർത്ഥം : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ
ഉദാഹരണം :
ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ
പര്യായപദങ്ങൾ : ବିତାଡ଼ିତ
അർത്ഥം : ଯାହାକୁ ବାହାର କରିଦିଆ ଯାଇଛି
ഉദാഹരണം :
ବହିଷ୍କୃତ ବୋହୂ ଘରର ଦୁଆର ବାହାରେ ବସିଛି
പര്യായപദങ്ങൾ : ବାହାର କରାଯାଇଥିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁମାନେ ବାଦ୍ ପଡ଼ିଥାନ୍ତି
ഉദാഹരണം :
ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ
പര്യായപദങ്ങൾ : ବିତାଡ଼ିତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ
ഉദാഹരണം :
ବହିଷ୍କୃତ ଖେଳାଳି ନିରାଶ ଥିଲା
പര്യായപദങ്ങൾ : ଦୂରୀକୃତ, ବାହାରକରାଯାଇଥିବା, ବିତାଡ଼ିତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବହିଷ୍କାର କରାଯାଇଥିବା
ഉദാഹരണം :
ଏକା ବହିଷ୍କୃତ ଲୋକମାନଙ୍କର ସଂସ୍ଥା