അർത്ഥം : ଯେଉଁ ଛନ୍ଦ ବା ପଦ୍ୟର ଚରଣରେ ବର୍ଣ୍ଣର ସଂଖ୍ୟା ଏବଂ ଗୁରୁ-ଲଘୁର କ୍ରମ ନିର୍ଦ୍ଦିଷ୍ଟ ହୋଇଥାଏ
ഉദാഹരണം :
ଦଣ୍ଡକ ବୃତ୍ତ ଏକ ପ୍ରକାର ବର୍ଣ୍ଣବୃତ୍ତ
പര്യായപദങ്ങൾ : ବାର୍ଣ୍ଣିକ ଛନ୍ଦ
മറ്റ് ഭാഷകളിലേക്കുള്ള വിവർത്തനം :
वह छंद या पद्य जिसके चरणों में वर्णों की संख्या और लघु-गुरु का क्रम नियत होता है।
दंडकवृत्त एक प्रकार का वर्णवृत्त है।