അർത്ഥം : ଜଳର କଠିନ ରୂପ
ഉദാഹരണം :
ଶୂନ୍ୟ ଡିଗ୍ରୀ ସେଲ୍ସିୟସରେ ପାଣି ବରଫରେ ପରିଣତ ହୁଏ
പര്യായപദങ്ങൾ : ହିମ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାନ୍ତ୍ରିକ କିମ୍ବା କୃତ୍ରିମ ଉପାୟରେ କଠିନ ଅବସ୍ଥାକୁ ରୂପାନ୍ତରିତ ହୋଇଥିବା ପାଣି
ഉദാഹരണം :
ସେ ପାଣି ଥଣ୍ଡା କରିବା ପାଇଁ ସେଥିରେ ବରଫ ପକାଉଛି
മറ്റ് ഭാഷകളിലേക്കുള്ള വിവർത്തനം :