അർത്ഥം : ନଦୀ ପାରହେବାପାଇଁ ତିଆରି କରାଯାଇଥିବା କାଠ କିମ୍ବା ଖମ୍ବଯୁକ୍ତ ସିମେଣ୍ଟ ରାସ୍ତା
ഉദാഹരണം :
ନଦୀଗୁଡିକ ଉପରେ ଜାଗା ଜାଗାରେ ପୋଲ ତିଆରି କରାଯାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନଦୀକୂଳରେ ଗଢା ହେଉଥିବା ବନ୍ଧ
ഉദാഹരണം :
କୃଷକ ନିଜର କ୍ଷେତରେ ଜଳସେଚନ ପାଇଁ ବନ୍ଧ ବାନ୍ଧୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପାଣିକୁ ରୋକିବା ପାଇଁ ଅବା ପାଚେରୀକୁ ଟାଣ ରଖିବା ପାଇଁ ଏହାକୁ ଲଗାଇ ରଖାଯାଇଥିବା ଇଟା,ପଥର,ମାଟିର ଢେର
ഉദാഹരണം :
ବନ୍ୟାରେ ବନ୍ଧ ବି ଧୋଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
A long artificial mound of stone or earth. Built to hold back water or to support a road or as protection.
embankmentഅർത്ഥം : ନଦୀ ବା ଜଳାଶୟର ଜଳ ଅଟକାଇବାପାଇଁ ତାହାର ଧାରେଧାରେ ମାଟି କିମ୍ବା ପଥର ଆଦିର ରଚନା
ഉദാഹരണം :
ନଦୀରେ ବନ୍ଧ ପକାଇ ବିଜୁଳୀ ଶକ୍ତି ଉତ୍ପନ୍ନ କରାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :