അർത്ഥം : କାହାରି ବଦନାମ କରିବା ବା ଦୋଷ ବାହାରକରିବା
ഉദാഹരണം :
ସେ ସବୁବେଳେ ଅନ୍ୟର ନିନ୍ଦା କରେ
പര്യായപദങ്ങൾ : ଆଙ୍ଗୁଳିଦେଖେଇବା, ଖରାପକହିବା, ନିନ୍ଦାକରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी की बुराई या दोष बतलाना।
वह हमेशा दूसरों की बुराई करती है।അർത്ഥം : କଳଂକିତ ବା ବଦନାମ କରି କି ନଷ୍ଟକରିବା
ഉദാഹരണം :
ଦୁଷ୍ଟ ଲୋକ ନିଜ ଦୁଷ୍ଟତା ଯୋଗୁ ନିଜ ମାତାପିତାଙ୍କ ନାଁ ବୁଡ଼େଇ ଦିଅନ୍ତି
പര്യായപദങ്ങൾ : କଳଙ୍କିତକରିବା, ତଳକୁକରିବା, ନାକକାଟିଦେବା, ବୁଡ଼େଇବା, ମାଟିରେମିଶେଇବା, ମୁଣ୍ଡ ତଳକୁ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
कलंकित या बदनाम करके नष्ट करना।
दुष्ट व्यक्ति अपनी दुष्टता से अपने माता-पिता का नाम डुबा देता है।