അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ସ୍ଥାନରୁ ଫେରି ଆସିବାର ପ୍ରକ୍ରିୟା
ഉദാഹരണം : ଫେରିବା ସମୟରେ ଆମେସବୁ ବାରାଣସୀ ହୋଇ ଆସିବୁଦିଲ୍ଲୀରୁ ଆପଣଙ୍କ ପ୍ରତ୍ୟାବର୍ତ୍ତନ କେବେ ହେବ?
പര്യായപദങ്ങൾ : ପ୍ରତି ଗମନ, ପ୍ରତ୍ୟାବର୍ତ୍ତନ, ଲେଉଟାଣି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वापस आने या लौटने की क्रिया।
The act of going back to a prior location.
അർത്ഥം : ପଛ ଆଡ଼କୁ ବୁଲିବା
ഉദാഹരണം : ରାମର ଡାକ ଶୁଣି ଶ୍ୟାମ ପଛକୁ ଲେଉଟିଲା
പര്യായപദങ്ങൾ : ଲେଉଟିବା
पीछे की ओर घूमना।
Turn in the opposite direction.
അർത്ഥം : କୌଣସି କାମ କିମ୍ବା ଜାଗାକୁ ଯାଇ ସେଠାରୁ ପୂର୍ବ ସ୍ଥାନ ବା ଅବସ୍ଥାକୁ ଫେରିବା
ഉദാഹരണം : ବାପା କାଲି ଦିଲ୍ଲୀରୁ ଫେରିଲେ
പര്യായപദങ്ങൾ : ଆସିବା, ବାହୁଡ଼ିବା, ଲେଉଟିବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
कहीं जाकर वहाँ से पहले वाले स्थान पर आना या पहले वाले काम आदि पर आना।
അർത്ഥം : ଫେରି ଆସିବା ସମ୍ବନ୍ଧିତ
ഉദാഹരണം : ମୋତେ ଫେରିବା ଟିକେଟ ମଧ୍ୟ ନେବାକୁ ଅଛି
പര്യായപദങ്ങൾ : ଫେରନ୍ତା
लौटने या वापस आने से संबंधित।
ഇൻസ്റ്റാൾ ചെയ്യുക