അർത്ഥം : ମସ୍ତକ ବା ମୁଣ୍ଡରେ ଆଘାତ ଲାଗିବାରୁ ବାହାରି ଆସୁଥିବା ଗୋଲ ଫୁଲା
ഉദാഹരണം :
ସେ ମୁଣ୍ଡକୁ ବାଡ଼ିରେ ଏତେ ଜୋରରେ ମାରିଲେ ଯେ ଫୁଲା ବାହାରି ପଡ଼ିଲା
മറ്റ് ഭാഷകളിലേക്കുള്ള വിവർത്തനം :
A lump on the body caused by a blow.
bumpഅർത്ഥം : ଯେଉଁ ରୋଗରେ ଶରୀରରେ ଆବୁ ହୋଇଯାଏ
ഉദാഹരണം :
ବହୁତ ଔଷଧ ଖାଇଲା ପରେବି ତାଙ୍କର ଆବୁ ଭଲ ହେଲା ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ଆଖି ରୋଗ
ഉദാഹരണം :
ମୋତିଆବିନ୍ଦୁ ହେଲେ ଆଖିର କଳା ଭାଗ ଧଳା ହୋଇଯାଏ
പര്യായപദങ്ങൾ : ପରଳ, ମୋତିଆବିନ୍ଦୁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ରୋଗ ଆଦି କାରଣରୁ ଶରୀରର କୌଣସି ଅଙ୍ଗର ଫୁଲିବା କ୍ରିୟା
ഉദാഹരണം :
ସେ ଶୋଥରେ ପୀଡ଼ିତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଘଣ୍ଟିକା ଫୁଲିବାର ଏକ ରୋଗ
ഉദാഹരണം :
ଆୟୋଡ଼ିନ ଅଭାବରୁ ଗଳଗଣ୍ଡ ରୋଗ ହୁଏ
മറ്റ് ഭാഷകളിലേക്കുള്ള വിവർത്തനം :
Abnormally enlarged thyroid gland. Can result from underproduction or overproduction of hormone or from a deficiency of iodine in the diet.
goiter, goitre, struma, thyromegalyഅർത്ഥം : କିଛି ବିଶିଷ୍ଟ କାରଣରୁ ଅସ୍ୱାଭାବିକ ବା କୃତ୍ରିମ ଭାବରେ ବଢ଼ିବା ବା ଫୁଲିବା ଅବସ୍ଥା
ഉദാഹരണം :
ରକ୍ତଚାପ ବଢ଼ିଲେ ମସ୍ତିକର ନାଡ଼ିର ଫୁଲା ଅଧିକ ହେବାର ସମ୍ଭାବନା ଥାଏ
പര്യായപദങ്ങൾ : ସ୍ଫୀତି
മറ്റ് ഭാഷകളിലേക്കുള്ള വിവർത്തനം :
कुछ विशिष्ट कारणों से अस्वाभाविक या कृत्रिम रूप से बढ़ने या फूलने की अवस्था।
रक्तचाप बढ़ने से मस्तिष्क की नाड़ी स्फीति बढ़ने की संभावना रहती है।The act of filling something with air.
inflationഅർത്ഥം : ବଳଦ ଆଖିରେ ହେଉଥିବା ଏକ ରୋଗ
ഉദാഹരണം :
ଫୁଲାରେ ଆଖି ତଳ ମାଂସ ବଢ଼ିଯାଏ
മറ്റ് ഭാഷകളിലേക്കുള്ള വിവർത്തനം :