അർത്ഥം : ଫୁଲରୂପରେ ବିକଶିତ କରିବା ବା ଫୁଲ ଫୁଟିବାପାଇଁ ପ୍ରବୃତ୍ତ କରିବା
ഉദാഹരണം :
ସୂର୍ଯ୍ୟଙ୍କ କିରଣ ଅନେକ ଫୁଲ ଫୁଟାଏ
പര്യായപദങ്ങൾ : ପୁଷ୍ପିତ କରିବା, ପ୍ରସ୍ଫୁଟିତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
पुष्प के रूप में विकसित करना या पुष्पों को खिलने में प्रवृत्त करना।
सूर्य की किरणें कुछ फूलों को खिलाती हैं।അർത്ഥം : ତୋପ ବନ୍ଧୁକ ଆଦି ମାରିବା
ഉദാഹരണം :
ପୋଲିସ ଭିଡ଼କୁ ଛିନ୍ଛତ୍ର କରିବାପାଇଁ ଫାଙ୍କା ବନ୍ଧୁକ ଚଳାଇଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିଆଁରେ ରଖି ବାଷ୍ପୀୟ ରୂପକୁ ଆଣିବା
ഉദാഹരണം :
ରଜନୀ କାଡ଼ା ତିଆରି କରିବାପାଇଁ ପାଣି ଫୁଟାଉଛି
പര്യായപദങ്ങൾ : ବମ୍ଫେଇବା
മറ്റ് ഭാഷകളിലേക്കുള്ള വിവർത്തനം :
आग पर रखकर भाप आदि के रूप में लाना या उड़ाना।
रजनी काढ़ा बनाने के लिए पानी को जला रही है।അർത്ഥം : କୌଣସି ବିସ୍ଫୋଟକ ବସ୍ତୁଆଦିକୁ ଗତିଶୀଳ କରାଇବା ବା ସକ୍ରିୟ କରିବା
ഉദാഹരണം :
ଦୀପାବଳୀ ଦିନ ଲୋକେ ଫୋଟକା ଫୁଟାନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :