അർത്ഥം : ମୁଁହ ଖୋଲି ପବନ ବାହାର କରିବା
ഉദാഹരണം :
ଜଳାପୋଡା କମେଇବାପାଇଁ ସେ ନିଜ ଘାଆକୁ ଫୁଙ୍କୁ ଥିଲା ନିଆଁ ଜଳିବାପାଇଁ ସେ ବାରମ୍ବାର ଚୁଲି ଫୁଙ୍କୁଛି
പര്യായപദങ്ങൾ : ଫୁଙ୍କମାରିବା
മറ്റ് ഭാഷകളിലേക്കുള്ള വിവർത്തനം :
मुँह बहुत थोड़ा खुला रखकर हवा बाहर निकालना।
जलन कम करने के लिए वह अपने घाव को फूँक रही है।അർത്ഥം : ମୁଖଦ୍ୱାରା ଫୁଙ୍କିକରି ବଜାଯାଉଥିବା କୌଣସି ବାଦ୍ୟଯନ୍ତ୍ର
ഉദാഹരണം :
ପ୍ରବଚନ ଆରମ୍ଭ କରିବା ପୂର୍ବରୁ ପଣ୍ଡିତେ ଶଙ୍ଖ ଫୁଙ୍କିଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିଆଁରେ କୌଣସି ବସ୍ତୁ ବା ପଦାର୍ଥକୁ ଜଳେଇବାରେ ପ୍ରବୃତ୍ତ କରିବା
ഉദാഹരണം :
ଖାଇବା ତିଆରି କରିବା ପାଇଁ ମାଳତୀ ଚୂଲି ଜଳେଇଲା
പര്യായപദങ്ങൾ : ଜଳେଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଫୁଙ୍କିକରି ଜଳାଇବା ବା ପ୍ରଜ୍ୱଳିତ କରିବା
ഉദാഹരണം :
ସରିତା ଥଣ୍ଡା ଚୁଲିକୁ ଫୁଙ୍କୁଛି
മറ്റ് ഭാഷകളിലേക്കുള്ള വിവർത്തനം :
Start to burn or burst into flames.
Marsh gases ignited suddenly.അർത്ഥം : ବିଡ଼ି ଓ ଗଞ୍ଜେଇଆଦି ଟାଣି ମୁଁହରୁ ଧୂଆଁ ବାହାରକରିବା
ഉദാഹരണം :
ଶ୍ୟାମ ନିଜ ବାପମାଆଙ୍କୁ ଲୁଚେଇ ଧୂମପାନ କରୁଛି ସେ ଦିନଯାକ ଅନେକ ସିଗାରେଟ ଟାଣୁଛି
പര്യായപദങ്ങൾ : ଧୂଆଁ ଟାଣିବା, ଧୂଆଁ ପିଇବା, ଧୂମପାନକରିବା
മറ്റ് ഭാഷകളിലേക്കുള്ള വിവർത്തനം :
तम्बाकू, गाँजे आदि का धुआँ मुँह से खींचकर बाहर निकालना।
श्याम अपने माँ-बाप से छिपकर धूम्रपान करता है।Inhale and exhale smoke from cigarettes, cigars, pipes.
We never smoked marijuana.