അർത്ഥം : ରେଶମ ଲୁଗାରେ ଥରେ ମାତ୍ର ସିଲେଇ କରି ବୁଣା ଯାଉଥିବା ପ୍ରକ୍ରିୟା
ഉദാഹരണം :
ସେ ଗୋଟିଏ ଫନ୍ଦା ସିଧା ଏବଂ ଅନ୍ୟ ଫନ୍ଦା ଓଲଟା ବୁଣି ଏହି ରୂପ ତିଆରି କରିଛି
പര്യായപദങ്ങൾ : ଫନ୍ଦା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲାକ୍ଷଣିକ ଅର୍ଥରେ ,କିଛି ଏପରି ଯୁକ୍ତି ଯେଉଁଥିନେଇ କୌଣସି ବାହାର ଲୋକ ପ୍ରାୟତଃ ଅସାବଧାନତାବଶତଃ ଧୋକା ଖାଏ
ഉദാഹരണം :
ତୁମରି ଫାନ୍ଦରେ କେହିବି ଫସିଯିବ
പര്യായപദങ്ങൾ : କୌଶଳ, ଚାଲ୍, ଜାଲ, ଫାଶ
മറ്റ് ഭാഷകളിലേക്കുള്ള വിവർത്തനം :
लाक्षणिक अर्थ में, कोई ऐसी युक्ति जिसके कारण कोई दूसरा व्यक्ति प्रायः असावधानी के कारण धोखा खाता हो।
तुम्हारे जाल में कोई भी फँस जाएगा।അർത്ഥം : ଦଉଡ଼ିରେ ତିଆରି ହୋଇଥିବ ଗଣ୍ଡା ଯାହାଦ୍ୱାରା ଜୀବଜନ୍ତୁ ବନ୍ଧାହୁଅନ୍ତି କିମ୍ବା କଷି ହୋଇ ବାଂଧି ଦେଲେ ମରିଯାଆନ୍ତି
ഉദാഹരണം :
ଶିକାରୀ ଠେକୁଆକୁ ଫାଶରେ ବାନ୍ଧି ଦେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏପରି କରାଯାଇଥିବା ବ୍ୟବସ୍ଥା ବା ପରିସ୍ଥିତି ଯେଉଁଥିରେ ପଶିଲେ ମୁକୁଳିବାର ବାଟ ନଥାଏ
ഉദാഹരണം :
ପୁଲିସ୍ ଖୁଣୀକୁ ଧରିବା ଲାଗି ଜାଲ ବିଛାଇ ଚାଲିଛି
മറ്റ് ഭാഷകളിലേക്കുള്ള വിവർത്തനം :