അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ଚିହ୍ନ ଆଦି ଉଠିବା
ഉദാഹരണം : ଅତ୍ୟଧିକ ଗରମ ଯୋଗୁଁ ସାରା ଶରୀରରେ ଘିମିରି ବାହାରି ପଡ଼ିଛି
പര്യായപദങ്ങൾ : ଉଠିବା, ବାହାରିବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
किसी चिह्न आदि का उभरना।
അർത്ഥം : ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା
ഉദാഹരണം : ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
दाने या घाव के रूप में शरीर पर उत्पन्न होना।
Appear on the skin.
അർത്ഥം : ଲାଭପ୍ରଦ ହେବା
ഉദാഹരണം : ଡେରିରେ ହେଉ ବା ସହଳ ହେଉ ପ୍ରତ୍ୟେକ ଶୁଭ କର୍ମର ଫଳ ମିଳେ
പര്യായപദങ്ങൾ : ଫଳ ଦେବା
लाभप्रद होना।
Derive a benefit from.
അർത്ഥം : ଗଛରେ ଫଳ ହେବା ବା ଗଛ ଫଳଯୁକ୍ତ ହେବା
ഉദാഹരണം : ସେ ଗଛ ଶୀତଦିନେ ଫଳନ୍ତି ହୁଏ
പര്യായപദങ്ങൾ : ଫଳନ୍ତି ହେବା
वनस्पति का फल उत्पन्न करना या फल से युक्त होना।
Bear fruit.
ഇൻസ്റ്റാൾ ചെയ്യുക