അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଲମ୍ବା ଚଉଡ଼ା ସମତଳ ଭୂମି
ഉദാഹരണം : ପିଲାମାନେ ପଡ଼ିଆରେ ଖେଳୁଛନ୍ତି
പര്യായപദങ്ങൾ : ପ୍ରାନ୍ତର
അർത്ഥം : ଯେଉଁ ପଡ଼ିଆ ଜମି ଗତ ବର୍ଷ ରବି ଫସଲ ବୁଣା ହେବା ପୂର୍ବରୁ ଚାଷ କରାଯାଇଥିଲା
ഉദാഹരണം : କୃଷକ ପଡ଼ିଆରେ ଉଠିଥିବା ଛୋଟଛୋଟ ଗଛକୁ କାଟୁଛି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
वह परती भूमि जो गतवर्ष रबी की फसल बोने के पूर्व जोती गई हो।
അർത്ഥം : ପଡ଼ିଆର ବା ପଡ଼ିଆ ସମ୍ବନ୍ଧୀୟ
ഉദാഹരണം : ମୁଁ ଭାରତର ସମତଳ ଅଞ୍ଚଳର ବାସିନ୍ଦା
പര്യായപദങ്ങൾ : ସମତଳ
मैदान का या मैदान संबंधी।
അർത്ഥം : ଚାଷ କରାଯାଇ ନ ଥିବା ଜମି
ഉദാഹരണം : ବର୍ଷା ଅଭାବରୁ ଏ ବର୍ଷ ଜମି ପଡ଼ିଆ ପଡ଼ିଛି
പര്യായപദങ്ങൾ : ଅକର୍ଷିତ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जिसमें खेती न की गई हो।
(of land or fields) not prepared for raising crops.
അർത്ഥം : ଯେ ଦୁଧ ଦେଉ ନାହିଁ
ഉദാഹരണം : ରାମ ପଡ଼ିଆ ମଇଁଷି ବିକି ଗୋଟିଏ ଦୁଧିଆଳୀ ମଇଁଷି କିଣିଲା
പര്യായപദങ്ങൾ : ନିରସ, ଶୁଖିଲା, ଶୁଷ୍କ
जो दूध न देती हो।
ഇൻസ്റ്റാൾ ചെയ്യുക