അർത്ഥം : କୌଣସି କଥା ଜାଣିବା ବା ବୁଝିବାପାଇଁ, ଅଥବା ପରୀକ୍ଷା, ଜାଞ୍ଚ ଆଦି ରୂପରେ ହେଉଥିବା କୌଣସି କ୍ରିୟାର ସାଧନ
ഉദാഹരണം :
ଆମେ ପ୍ରୟୋଗ କରିବାପାଇଁ ପ୍ରୟୋଗଶାଳାକୁ ଗଲୁ
മറ്റ് ഭാഷകളിലേക്കുള്ള വിവർത്തനം :
कोई बात जानने या समझने के लिए, अथवा परीक्षा, जाँच आदि के रूप में होनेवाली क्रिया अथवा उसका साधन।
हम प्रयोग करने के लिए प्रयोगशाला में गए।അർത്ഥം : କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
ഉദാഹരണം :
ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
പര്യായപദങ്ങൾ : ଉପଯୋଗ, କାମ, ବିନିଯୋଗ, ବ୍ୟବହାର
മറ്റ് ഭാഷകളിലേക്കുള്ള വിവർത്തനം :
The act of using.
He warned against the use of narcotic drugs.അർത്ഥം : (ବ୍ୟାକରଣ) କ୍ରିୟାର କର୍ତ୍ତା,କର୍ମ ଏବଂଭାବ ଅନୁସାରେ ବାକ୍ୟ ରଚନାର ପ୍ରକାର
ഉദാഹരണം :
ରାମ ଆମ୍ବ ଖାଉଛି-ଏହି ବାକ୍ୟର ପ୍ରୟୋଗ କର୍ତ୍ତରୀ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
(व्याकरण) क्रिया में कर्ता, कर्म और भाव के अनुसार वाक्य-रचना का प्रकार।
राम आम खाता है, इस वाक्य का प्रयोग कर्तृ है।