അർത്ഥം : ଶବଦାହଠାରୁ ସପିଣ୍ଡୀ ପର୍ଯ୍ୟନ୍ତ ଯେଉଁ କର୍ମ ମୃତଆତ୍ମା ଉଦ୍ଦେଶ୍ୟରେ କରାଯାଏ
ഉദാഹരണം :
ତାଙ୍କ ପ୍ରେତକର୍ମରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ
പര്യായപദങ്ങൾ : ପ୍ରେତକୃତ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
दाह से लेकर सपिंडी तक के वे कर्म जो मृतक प्राणी के उद्देश्य से किया जाता है।
उनके प्रेतकर्म में परिवार के सभी सदस्य उपस्थित थे।