അർത്ഥം : ଆଘାତ ଲାଗିଲେ ବା କୌଣସି ରୋଗ ଆଦିର ଲକ୍ଷଣ ପ୍ରକାଶ ପାଇଲେ କୌଣସି ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ପ୍ରଥମେ କରାଯାଉଥିବା ତାତ୍କାଳିକ ଚିକିତ୍ସା
ഉദാഹരണം :
ପ୍ରାଥମିକ ଚିକିତ୍ସା ପରେ ରମେଶ ଆହତବ୍ୟକ୍ତିକୁ ହସପିଟାଲରେ ପହଞ୍ଚାଇଲା
പര്യായപദങ്ങൾ : ଫାର୍ଷ୍ଟ ଏଡ୍
മറ്റ് ഭാഷകളിലേക്കുള്ള വിവർത്തനം :
चोट लगने या किसी रोग आदि के लक्षण प्रकट होने पर किसी चिकित्सक से संपर्क करने से पहले तात्कालिक की जानेवाली चिकित्सा।
रमेश ने चोटिल व्यक्ति की प्राथमिक चिकित्सा के बाद उसे अस्पताल पहुँचाया।Emergency care given before regular medical aid can be obtained.
first aid