അർത്ഥം : ଭବିଷ୍ୟତରେ କୌଣସି ଭୂମିକା ବା କାର୍ଯ୍ୟପାଇଁ (କାହାରିକୁ)ପ୍ରସ୍ତୁତ କରିବା
ഉദാഹരണം :
ବ୍ୟବସାୟୀଜଣକ ତା ପୁଅକୁ ନିଜ ଉତ୍ତରାଧିକାରୀ କରିବାପାଇଁ ବ୍ୟବସ୍ଥା କରୁଛି ଭାରତ ମାତାର ରକ୍ଷା କରିବାପାଇଁ ଆମ ସେନାବାହିନୀ ପ୍ରସ୍ତୁତ ହେଉଛି
പര്യായപദങ്ങൾ : ଆୟୋଜନ କରିବା, ତିଆରି କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
* भविष्य में किसी भूमिका या कार्य के लिए (किसी को) तैयार करना।
व्यापारी अपने लड़के को अपना उत्तराधिकारी बनाने के लिए तैयार कर रहा है।അർത്ഥം : ଉଦ୍ୟତ ବା ପ୍ରସ୍ତୁତ ହେବା
ഉദാഹരണം :
ସେ ଲଢ଼ାଇପାଇଁ ଉଦ୍ୟତହେଲା
പര്യായപദങ്ങൾ : ଉଦ୍ୟତହେବା, ତତ୍ପର ହେବା
മറ്റ് ഭാഷകളിലേക്കുള്ള വിവർത്തനം :