അർത്ഥം : ପ୍ରଚାର ଉଦ୍ଦେଶ୍ୟରେ ବହୁତ ସକାଳୁ ଦଳ ବାନ୍ଧି ଗଳି ମାନଙ୍କରେ ଗୀତବାଦ୍ୟ ଓ ସ୍ଲୋଗାନର ସହ ଘୁରିବୁଲିବାର ପ୍ରକ୍ରିୟା
ഉദാഹരണം :
ଅଗଷ୍ଟ ପନ୍ଦର ତଥା ଜାନୁୟାରୀ ଛବିଶ ଦିନ ଆମେ ପ୍ରଭାତଫେରୀ ପାଇଁ ଯାଉଥିଲୁ
മറ്റ് ഭാഷകളിലേക്കുള്ള വിവർത്തനം :
प्रचार के उद्देश्य से बहुत सबेरे दल बांधकर गलियों में गाते-बजाते और नारे लगाते हुए घूमने की क्रिया।
पन्द्रह अगस्त तथा छब्बीस जनवरी के दिन हम प्रभातफेरी के लिए जाया करते थे।