അർത്ഥം : କାର୍ଯ୍ୟଗୁଡ଼ିକର ଶୃଙ୍ଖଳାମଧ୍ୟରୁ ପ୍ରଥମଟି
ഉദാഹരണം :
ସାତ ମ୍ୟାଚବିଶିଷ୍ଟ ଏହି ଶୃଙ୍ଖଳାମଧ୍ୟରୁ ଆମେ ପ୍ରଥମରେ ହିଁ ହାରିଗଲୁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପ୍ରଥମ ଥର
ഉദാഹരണം :
ମେଳାରେ ରାମ ସହିତ ମୋର ପ୍ରଥମଥରପାଇଁ ଦେଖାହେଲା
പര്യായപദങ്ങൾ : ପହିଲିଥର, ପହିଲେ, ପ୍ରଥମଥର, ପ୍ରଥମେ, ସର୍ବପ୍ରଥମ
മറ്റ് ഭാഷകളിലേക്കുള്ള വിവർത്തനം :
पहली बार।
मैं राम से पहले पहल मेले में मिला।അർത്ഥം : କୌଣସି ସ୍ତ୍ରୀର ଗର୍ଭରୁ ପ୍ରଥମରେ ଜନ୍ମିଥିବା
ഉദാഹരണം :
ତାହାର ପୋରୁହାଁ ପୁଅ ବଡ଼ ଭାଗ୍ୟବାନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସମୟ ବା କ୍ରମ ଦୃଷ୍ଟିରୁ ଯାହା ପୂର୍ବର
ഉദാഹരണം :
ପୂର୍ବ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ତଫାତ୍ ଅଛି ମୋର ପୂର୍ବ ଘର ବଡ଼ ଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗଣତିରେ ସବୁଠାରୁ ପ୍ରଥମେ ଆସୁଥିବା
ഉദാഹരണം :
ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ
പര്യായപദങ്ങൾ : ୧ନଂ
മറ്റ് ഭാഷകളിലേക്കുള്ള വിവർത്തനം :