പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ପ୍ରତ୍ୟାର୍ପଣ എന്ന വാക്കിന്റെ അർത്ഥവും ഉദാഹരണവും.

ପ୍ରତ୍ୟାର୍ପଣ   ବିଶେଷ୍ୟ

അർത്ഥം : ବିଶେଷକରି ସେହି ବସ୍ତୁ ଆଦିକୁ ଅର୍ପଣ କରି ବା ଦେଇ ଅଧୀନ କରିବାର କ୍ରିୟା

ഉദാഹരണം : ପାକିସ୍ଥାନ କସାବକୁ ପ୍ରତ୍ୟାର୍ପଣରେ ମାଗୁଛି

അർത്ഥം : କୌଣସି ଦେଶ ବା ରାଜ୍ୟଦ୍ବାରା ଅନ୍ୟ ଦେଶର ଅପରାଧୀ, ବନ୍ଦୀ ବା ପଳାତକକୁ ଧରି ସେହି ଦେଶ ବା ରାଜ୍ୟକୁ ଫେରାଇ ଦେବାର କ୍ରିୟା

ഉദാഹരണം : ପାକିସ୍ଥାନ ବ୍ରିଟେନକୁ ମୁଶାରଫଙ୍କ ପ୍ରତ୍ୟାର୍ପଣ ନେଇ ଦାବୀ କରୁଛି


മറ്റ് ഭാഷകളിലേക്കുള്ള വിവർത്തനം :

किसी देश या राज्य के द्वारा अपने यहाँ आए दूसरे देश के अपराधी, कैदी या भगोड़े को पकड़कर उस देश या राज्य को लौटाने की क्रिया।

पाकिस्तान ब्रिटेन से मुशर्रफ के प्रत्यर्पण की माँग कर रहा है।
प्रत्यर्पण

The surrender of an accused or convicted person by one state or country to another (usually under the provisions of a statute or treaty).

extradition