അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ବସ୍ତୁ, କଥା ଆଦି ସ୍ୱୀକାର ନ କରିବାର ପ୍ରକ୍ରିୟା
ഉദാഹരണം : ଆପଣ ମୋର ଅନୁରୋଧକୁ ଅସ୍ୱୀକାର କରନ୍ତୁ ନାହିଁ
പര്യായപദങ്ങൾ : ଅମଙ୍ଗ, ଅସମ୍ମତି, ଅସ୍ୱୀକାର, ଅସ୍ୱୀକୃତି, ନାମଞ୍ଜୁର
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी वस्तु, बात आदि को स्वीकार न करने की क्रिया।
The act of refusing.
അർത്ഥം : ନିଜ ସମ୍ମୁଖକୁ ଆସିଥିବା ପ୍ରାର୍ଥନା, ଉକ୍ତି ଆଦିର ଅସ୍ୱୀକୃତି ବା ନାମଞ୍ଜୁରୀ
ഉദാഹരണം : ରାଜାଙ୍କ ପ୍ରତ୍ୟାଖ୍ୟାନ ଶୁଣି ମନ୍ତ୍ରୀ ଫେରି ଚାଲିଗଲେ
പര്യായപദങ്ങൾ : ଅସ୍ୱୀକାର
अपने सम्मुख आई प्रार्थना, कथन आदि की अस्वीकृति या नामंजूरी।
The act of refusing an offer.
ഇൻസ്റ്റാൾ ചെയ്യുക