അർത്ഥം : କୌଣସି କଥାର ପ୍ରତିଶୋଧ ନେବାପାଇଁ କରାଯାଉଥିବା କାମ
ഉദാഹരണം :
ସେ ପ୍ରତିଶୋଧର ଅଗ୍ନିରେ ଜଳୁଥିଲା
പര്യായപദങ്ങൾ : ପ୍ରତିବିଧାନ, ପ୍ରତିଶୋଧ, ବଦଲା, ବିପରୀତ କ୍ରିୟା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ତଥ୍ୟ ବା ପ୍ରୟୋଗ ସମ୍ପର୍କରେ କାହାରି ପ୍ରତିବାଦ ବା ଉତ୍ତର
ഉദാഹരണം :
ଦୟାକରି ଏହି ସାଇଟର ଉପଯୋଗ କରିବା ପରେ ନିଜର ଫିଡବ୍ୟାକ ନିଶ୍ଚିତଭାବେ ଦିଅନ୍ତୁ
പര്യായപദങ്ങൾ : ପ୍ରତ୍ୟୁତ୍ତର, ଫିଡବ୍ୟାକ
മറ്റ് ഭാഷകളിലേക്കുള്ള വിവർത്തനം :
किसी जानकारी या प्रयोग के संबंध में किसी का प्रतिसाद या उत्तर।
कृपया इस साइट का उपयोग करने के बाद अपना फीडबैक अवश्य दें।Response to an inquiry or experiment.
feedbackഅർത്ഥം : କୌଣସି କାମ ହେଲାପରେ ତା ବିରୋଧରେ ବା ପରିଣାମସ୍ୱରୂପ ହେଉଥିବା ଦ୍ୱିତୀୟ କ୍ରିୟା
ഉദാഹരണം :
ଚୋରୀ ଧରାପଡ଼ିଲା ପରେ ବିନା ପ୍ରତିକ୍ରିୟାରେ ସେ ନିଜର ଅପରାଧ ସ୍ୱୀକାର କରିନେଲା
മറ്റ് ഭാഷകളിലേക്കുള്ള വിവർത്തനം :
कोई क्रिया होने पर उसके विरोध में या परिणामस्वरूप दूसरी ओर होनेवाली क्रिया।
चोरी पकड़ी जाने के बाद बिना प्रतिक्रिया के उसने अपना अपराध स्वीकार कर लिया।അർത്ഥം : କୌଣସି କ୍ରିୟା ପରି କିନ୍ତୁ ବିପରୀତ ବା ବିରୁଦ୍ଧରେ ହେଉଥିବା କ୍ରିୟା
ഉദാഹരണം :
ବନ୍ଧୁକରୁ ଗୁଳି ଚାଳନା ବେଳେ ଲାଗୁଥିବା ଧକ୍କା ହିଁ ହେଉଛି ପ୍ରତିକ୍ରିୟା
മറ്റ് ഭാഷകളിലേക്കുള്ള വിവർത്തനം :
किसी क्रिया के समान किन्तु विपरीत अथवा विरुद्ध दिशा में होने वाली क्रिया।
बंदूक चलाने पर लगने वाला झटका प्रतिक्रिया है।(mechanics) the equal and opposite force that is produced when any force is applied to a body.
Every action has an equal and opposite reaction.