അർത്ഥം : ଅତ୍ୟଧିକ ହେବାର ଅବସ୍ଥା ବା ଭାବ
ഉദാഹരണം :
ଶରୀରରେ ଚିନିର ଅତ୍ୟଧିକତା ଯୋଗୁଁ ମଧୁମେହ ରୋଗ ହୁଏ
പര്യായപദങ്ങൾ : ଅତି ଅଧିକ, ଅତ୍ୟଧିକତା, ପ୍ରାଚୁର୍ଯ୍ୟ, ବିପୁଳତା
മറ്റ് ഭാഷകളിലേക്കുള്ള വിവർത്തനം :
The property of being extremely abundant.
The profusion of detail.അർത്ഥം : ଯଥେଷ୍ଟ ହେବା ଅବସ୍ଥା ବା ଭାବ
ഉദാഹരണം :
ଖାଦ୍ୟ ଶସ୍ୟର ପର୍ଯ୍ୟାପ୍ତତା କାରଣରୁ ଆମମାନଙ୍କୁ କେବେ ବି ଭୋକରେ ରହିବାକୁ ପଡ଼ିବନାହିଁ
പര്യായപദങ്ങൾ : ପର୍ଯ୍ୟାପ୍ତତା, ଯଥେଷ୍ଟତା
മറ്റ് ഭാഷകളിലേക്കുള്ള വിവർത്തനം :
पर्याप्त होने की अवस्था या भाव।
अन्न की पर्याप्तता के कारण हमें कभी भूखों नहीं मरना पड़ता।