അർത്ഥം : ପୁରୁଷର ଯୋଗ୍ୟ ବା ଉପଯୁକ୍ତ କାମ
ഉദാഹരണം :
ବିନା ପୌରୁଷରେ ଜୀବନରେ କିଛି ମିଳେନାହିଁ
പര്യായപദങ്ങൾ : ପୁରୁଷତ୍ୱ, ପୁରୁଷାର୍ଥ
മറ്റ് ഭാഷകളിലേക്കുള്ള വിവർത്തനം :
The trait of behaving in ways considered typical for men.
masculinityഅർത്ഥം : ମନର ଯେଉଁ ଦୃଢତା କୌଣସି ବଡ଼ କାମ କରିବା ନିମନ୍ତେ ପ୍ରବୃତ୍ତ କରାଏ ବା ଯେଉଁକାରଣରୁ ଆମେ ନିର୍ଭୟରେ ବିପଦର ମୁକାବିଲା କରୁ
ഉദാഹരണം :
ସାହସ ଅଛି ତ ଏକୁଟିଆ ଆସି ଦେଖାକର ବୀର ସାବରକରଙ୍କ ସାହସର କାହାଣୀ ଏବେବି ମନେ ପଡ଼େ
പര്യായപദങ്ങൾ : ବାହାଦୁରି, ସାହସ, ହିମତ୍
മറ്റ് ഭാഷകളിലേക്കുള്ള വിവർത്തനം :
मन की वह दृढ़ता जो कोई बड़ा काम करने में प्रवृत्त करती है या जिसके कारण हम निडर होकर किसी खतरे आदि का सामना करते हैं।
साहस हो तो अकेले में आकर मिलो।A quality of spirit that enables you to face danger or pain without showing fear.
braveness, bravery, courage, courageousness