പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ପୋଷଣ କରିବା എന്ന വാക്കിന്റെ അർത്ഥവും ഉദാഹരണവും.

ପୋଷଣ କରିବା   କ୍ରିୟାପଦ

അർത്ഥം : କାହାରି ପ୍ରତିପାଳନ କରିବାପାଇଁ ସାଧନର ବ୍ୟବସ୍ଥା କରିବା

ഉദാഹരണം : ଶ୍ୟାମ ଗୋଟିଏ ବଡ଼ ପରିବାରର ଭରଣପୋଷଣ କରୁଛି

പര്യായപദങ്ങൾ : ପରିବାର ଚଳାଇବା, ପାଳନ କରିବା, ପ୍ରତିପାଳନ କରିବା, ଭରଣପୋଷଣ କରିବା


മറ്റ് ഭാഷകളിലേക്കുള്ള വിവർത്തനം :

किसी के निर्वाह के लिए साधन जुटाना।

श्याम एक बड़े परिवार का भरण-पोषण करता है।
भरण-पोषण करना

അർത്ഥം : ଖାଦ୍ୟଦ୍ୱାରା ଶରୀରକୁ ପୋଷଣ କରିବା ବା ଖାଦ୍ୟପଦାର୍ଥ ସେବନକରି ଶାରୀରିକ ପ୍ରକ୍ରିୟା ଜାରି ରଖିବା

ഉദാഹരണം : ମହାତ୍ମା କେବଳ ଫଳ ଓ ଦୁଧରେ ନିଜର ପୋଷଣ କରନ୍ତି

പര്യായപദങ്ങൾ : ଆହାର କରିବା, ପାଳିତ କରିବା, ପୁଷ୍ଟିକରଣ କରିବା, ବର୍ଦ୍ଧନ କରିବା, ଭୋଜନ କରିବା


മറ്റ് ഭാഷകളിലേക്കുള്ള വിവർത്തനം :

* खाद्य द्वारा शरीर को पोषित करना या खाद्य वस्तुओं का सेवन करके शारीरिक क्रियाओं को बनाए रखना।

महात्माजी केवल फल और दूध पर अपने को पोषित करते हैं।
जीवित रखना, पालित करना, पोषित करना

Provide with nourishment.

We sustained ourselves on bread and water.
This kind of food is not nourishing for young children.
nourish, nurture, sustain