അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ପୂଜା କରିବାର କ୍ରିୟା ବା ଭାବ
ഉദാഹരണം : ସେ ମନ୍ଦିରରେ ପୂଜିବା ପରେ ପୂଜାରୀଙ୍କୁ କିଛି ଦକ୍ଷିଣା ଦେଉଛି
പര്യായപദങ്ങൾ : ପୂଜା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
पूजने की क्रिया या भाव।
The activity of worshipping.
അർത്ഥം : ପୂଜା କରାଯିବା
ഉദാഹരണം : ଶ୍ରାବଣ ମାସରେ ଭଗବାନ ଶଙ୍କରଙ୍କୁ ବହୁତ ପୂଜା କରାଯାଏ
പര്യായപദങ്ങൾ : ପୂଜାର୍ଚ୍ଚନା କରିବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
पूजा जाना।
അർത്ഥം : ଭକ୍ତି ଅଥବା ଶ୍ରଦ୍ଧା ସହିତ କାହାକୁ ସେବା କରିବା
ഉദാഹരണം : ମୁଁ ମୋ ଗୁରୁଜୀଙ୍କୁ ପୂଜାକରେ
भक्ति अथवा श्रद्धा सहित किसी की सेवा करना।
Attend religious services.
ഇൻസ്റ്റാൾ ചെയ്യുക