അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯାହା ପୁଷ୍ପ ସହିତ ସଂଯୁକ୍ତ
ഉദാഹരണം : ସୀତାର ବଗିଚା ଫୁଟିଲାଫୁଲ ଗଛରେ ଭରା
പര്യായപദങ്ങൾ : କୁସୁମିତ, ପୁଷ୍ପଯୁକ୍ତ, ଫୁଟିଲାଫୁଲ, ମଞ୍ଜରିତ, ସୁମନିତ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जो पुष्प से युक्त हो।
Having a flower or bloom.
അർത്ഥം : ଯେଉଁ ଗଛ ବିଶେଷ ରୂପେ ଫୁଲ ପାଇଁ ହିଁ ପ୍ରସିଦ୍ଧ
ഉദാഹരണം : ବଗିଚାରେ ବହୁତ ସୁନ୍ଦର ସୁନ୍ଦର ସପୁଷ୍ପକ ଗଛ ଲାଗିଛି
പര്യായപദങ്ങൾ : ପୁଷ୍ପବନ୍ତ, ସପୁଷ୍ପକ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जो विशेष रूप से फूल के लिए ही प्रसिद्ध हो (वनस्पति)।
അർത്ഥം : ଯେଉଁଥିରେ ଫୁଲ ଧରିଛି
ഉദാഹരണം : ଏହି ପୁଷ୍ପବନ୍ତ ଗଛ ଗୁଡ଼ିକ ହିଁ ବଗିଚାର ଶୋଭା ବଢ଼ାନ୍ତି
പര്യായപദങ്ങൾ : ପୁଷ୍ପବନ୍ତ
जिसमें फूल लगे हों।
അർത്ഥം : ଫୁଟିଲା ବା ଖେଳିଲା
ഉദാഹരണം : ସୂର୍ଯ୍ୟ ଉଦୟ ସହିତ ହିଁ ସୂର୍ଯ୍ୟମୁଖୀ ଫୁଲ ପ୍ରସ୍ଫୁଟିତ ହୋଇଗଲା ଏହି ଫୁଲ ପୂର୍ଣ୍ଣରୂପେ ବିକଶିତ ହୋଇନାହିଁ
പര്യായപദങ്ങൾ : ପରିସ୍ଫୁଟ, ବିକଶିତ, ମୁକୁଳିତ
जो खिल गया हो (फूल)।
Bursting into flower.
ഇൻസ്റ്റാൾ ചെയ്യുക