പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ପାହି എന്ന വാക്കിന്റെ അർത്ഥവും ഉദാഹരണവും.

ପାହି   ବିଶେଷ୍ୟ

അർത്ഥം : କୌଣସି ଅଙ୍କର ଏକକର ଚଉଠ ଭାଗକୁ ଦର୍ଶାଉ ଥିବା ସିଧା ରେଖା

ഉദാഹരണം : କୌଣସି ସଂଖ୍ୟାର ସମସ୍ତ ଭାଗ ଦେଖେଇବାପାଇଁ ସେହି ସଂଖ୍ୟାର ଆଗରେ ଏକ ପାହି ଲଗାଇ ଦିଅନ୍ତି

പര്യായപദങ്ങൾ : ପାହୁଲା


മറ്റ് ഭാഷകളിലേക്കുള്ള വിവർത്തനം :

किसी अंक के इकाई का चौथा भाग प्रकट करनेवाली सीधी खड़ी रेखा।

किसी संख्या का सवा भाग दिखाने के लिए उस संख्या के आगे एक पाई लगा देते हैं।
पाई

അർത്ഥം : କବାଡି ଆଦିର ଖେଳରେ ସୀମାପାଇଁ ଭୂଇଁରେ ଗଭୀର କରି ଗାରଟାଣି ଦୁଇ ପକ୍ଷ ନିମନ୍ତେ ସ୍ଥିର କରାଯାଇଥିବା ଭିନ୍ନଭିନ୍ନ ନିର୍ଦ୍ଧାରିତ କ୍ଷେତ୍ର

ഉദാഹരണം : ଖେଳାଳି ପାଲିରେ ପଶିବାକ୍ଷଣି ବିପକ୍ଷଦଳ ତାକୁ କାବୁ କରିଦେଲେ

പര്യായപദങ്ങൾ : ପାଲି


മറ്റ് ഭാഷകളിലേക്കുള്ള വിവർത്തനം :

कबड्डी आदि के खेलों में दोनों पक्षों के लिए अलग-अलग निर्धारित क्षेत्र जिसकी सीमा प्रायः जमीन पर गहरी लकीर खींचकर स्थिर की जाती है।

खिलाड़ी के पाले में घुसते ही विपक्षियों ने उसे दबोच लिया।
पाला