അർത്ഥം : ଏକ ପ୍ରକାରର ପାଲିଙ୍କି
ഉദാഹരണം :
ବର ପାଲିଙ୍କିରେ ବସିଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ପ୍ରକାର ସବାରୀ ଯାହା ବେହେରାମାନେ କାନ୍ଧରେ ବୋହିକରି ନିଅନ୍ତି
ഉദാഹരണം :
କନ୍ୟା ସବାରୀରେ ବସିଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବଡ ସିନ୍ଦୁକ ପରି ଦୋଳିଠୁ ଟିକେ ଭିନ୍ନ ଏକ ପ୍ରକାରର ସବାରୀ ଯାହାକୁ ସବାରିଆ କାନ୍ଧରେ ବୋହିକରି ନିଅନ୍ତି
ഉദാഹരണം :
ରାଜା ପାଲିଙ୍କିରେ ବସି ନଗର ଭ୍ରମଣ କରିବାକୁ ବାହାରିଲେ
പര്യായപദങ്ങൾ : ଶିବିକା
മറ്റ് ഭാഷകളിലേക്കുള്ള വിവർത്തനം :