അർത്ഥം : ମୁଣ୍ଡ କୁଣ୍ଡାଇବା ପାଇଁ କାଠ, ଶିଙ୍ଗ, ବା ଧାତୁ ନିର୍ମିତ ବସ୍ତୁ
ഉദാഹരണം :
ସୀତା ପାନିଆରେ ତା ମୁଣ୍ଡ କୁଣ୍ଡାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
A flat device with narrow pointed teeth on one edge. Disentangles or arranges hair.
comb