അർത്ഥം : ମୁଁହ, ଆଖି, ଘା’ଆଦିରେ ଝରୁଥିବା ତରଳ ପଦାର୍ଥ
ഉദാഹരണം :
ତାର ଦୁଇ ଆଖିରୁ ବରାବର ପାଣି ନିଗୁଡ଼ୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଜିନିଷ ଉପରେ ରାସାୟନିକ ପ୍ରକ୍ରିୟାରେ ଲେପନ କରାଯାଇଥିବା ସୁନା କିମ୍ବା ରୂପାଆଦିର ହାଲୁକା ପୁଟ
ഉദാഹരണം :
ବଣିଆ ମୁଦି ଉପରେ ସୁନାଲେପ ଦେଉଛି
മറ്റ് ഭാഷകളിലേക്കുള്ള വിവർത്തനം :
The application of a thin coat of metal (as by electrolysis).
platingഅർത്ഥം : ନଦୀ, ଜଳାଶୟ, ବର୍ଷାଆଦିରୁ ମିଳୁଥିବା ତରଳ ପଦାର୍ଥ ଯାହା ପିଇବା,ଗାଧୋଇବା,କ୍ଷେତରେ ଜଳସେଚନ କାର୍ଯ୍ୟରେ ଆସେ
ഉദാഹരണം :
ଜଳ ହିଁ ଜୀବନର ଆଧାର
പര്യായപദങ്ങൾ : ଅମ୍ବୁ, ଜଳ, ନୀର, ସଲିଳ
മറ്റ് ഭാഷകളിലേക്കുള്ള വിവർത്തനം :
नदी, जलाशय, वर्षा आदि से मिलने वाला वह द्रव पदार्थ जो पीने, नहाने, खेत आदि सींचने के काम आता है।
जल ही जीवन का आधार है।