അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯେଉଁ ତଳୁଆ ଜମିରେ ପାଣି ଲଗାତର ରହେ ଓ ଯେଉଁଥିରେ କିଛି ଶାରଦ ଧାନ କ୍ଷେତଥାଏ
ഉദാഹരണം : କୃଷକ ଠିଆହୋଇ ଗହୀରଜମିକୁ ଭଲକରି ଦେଖୁଛି
പര്യായപദങ്ങൾ : ଗହୀରଜମି, ଯୋରଜମି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
वह नीची भूमि का भाग जिसमें पानी लगता हो और जिसमें जड़हन के कई खेत हों।
അർത്ഥം : ସମୁଦ୍ର ବା ନଦୀ କୂଳରେ ତିଆରି ହୋଇଥିବା ନୀଚ ଭୂମି
ഉദാഹരണം : ପାଟଜମିରେ ଭଲ ଫସଲ ହୋଇଥାଏ
പര്യായപദങ്ങൾ : କଚ୍ଛଜମି
समुद्र या नदी के किनारे की उपजाऊ नीची भूमि।
ഇൻസ്റ്റാൾ ചെയ്യുക