അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୁଲାରେ ଧାନ ଆଦି ରଖି ତାକୁ ଓଛାରି ସଫା କରିବା
ഉദാഹരണം : ଗହମ ପେଷିବା ପୂର୍ବରୁ ପାଛୁଡ଼ିବା ଆବଶ୍ୟକ
പര്യായപദങ്ങൾ : ଓଛାରିବା, ପାଛୁଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
सूप में अन्न आदि रखकर उसे उछालते हुए साफ़ करना।
Blow away or off with a current of air.
അർത്ഥം : ପାଛୁଡ଼ିବା କାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം : ସେ ପଡ଼ୋଶୀ ଘରର ଚାଉଳ ପାଛୁଡ଼ିଲା
പര്യായപദങ്ങൾ : ପାଛୁଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
फटकने का काम दूसरे से कराना।
ഇൻസ്റ്റാൾ ചെയ്യുക