അർത്ഥം : କୌଣସି ସ୍ଥାନରେ ପହଞ୍ଚିବାର ପ୍ରକ୍ରିୟା
ഉദാഹരണം :
ଆଜି ତାଙ୍କର ଭୁବନେଶ୍ୱରରେ ପହଞ୍ଚିବା ଦରକାର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
ഉദാഹരണം :
ଶ୍ୟାମ ଆଜି ଆସିବ ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
പര്യായപദങ്ങൾ : ଆଗମନ କରିବା, ଆସିବା, ଉପସ୍ଥିତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପଦ, ସ୍ଥାନ ଆଦି ପର୍ଯ୍ୟନ୍ତ ପହଞ୍ଚିବା
ഉദാഹരണം :
ବିନୋଦ ଭଳି ମୁଁ ମଧ୍ୟ ଆଜି କଲେକ୍ଟର ପଦ ପର୍ଯ୍ୟନ୍ତ ପହଞ୍ଚିଛି ନିଜ ପରିଶ୍ରମ ବଳରେ ସେ ଏହି ପର୍ଯ୍ୟନ୍ତ ପହଞ୍ଚିଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାକୁ ଠିକ ଜାଗାରେ ପହଞ୍ଚେଇବା
ഉദാഹരണം :
ଡଙ୍ଗା ନଦୀ କୂଳରେ ଲାଗିଲା
പര്യായപദങ്ങൾ : ଲାଗିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖବର ରଖିବା ବା ବୁଝେଇବାରେ ସମର୍ଥ ହେବା
ഉദാഹരണം :
ଅନ୍ତତଃ ମୁଁ ଏହି ନିଷ୍କର୍ଷରେ ପହଞ୍ଚିଲି
പര്യായപദങ്ങൾ : ଉପନୀତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଭିପ୍ରାୟ ବା ଉଦ୍ଦେଶ୍ୟ ବୁଝିବା
ഉദാഹരണം :
ମୁଁ ବହୁତ କଷ୍ଟରେ ଏହି କଥାର ମୂଳରେ ପହଞ୍ଚିଲି
പര്യായപദങ്ങൾ : ଉପନୀତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପଠାଯାଇଥିବା ବା ଆସିଥିବା ବସ୍ତୁ କାହାକୁ ପ୍ରାପ୍ତ ହେବା
ഉദാഹരണം :
ତିନି ସପ୍ତାହ ପୂର୍ବରୁ ପଠାଯାଇଥିବା ଚିଠି ମୋ ପାଖରେ ଏବେ ପର୍ଯ୍ୟନ୍ତ ପହଞ୍ଚିନାହିଁ
പര്യായപദങ്ങൾ : ମିଳିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ପ୍ରାପ୍ତ ହେବା
ഉദാഹരണം :
ରହିମ ଏବେ ମରଣାସନ୍ନ ଅବସ୍ଥାରେ ପହଞ୍ଚିଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ସ୍ଥାନ ପର୍ଯ୍ୟନ୍ତ ବିସ୍ତାରିତ ହେବା
ഉദാഹരണം :
ବନ୍ୟାର ପାଣି ଗାଁ ପର୍ଯ୍ୟନ୍ତ ପହଞ୍ଚିଗଲା
പര്യായപദങ്ങൾ : ବିସ୍ତାରିତ ହେବା, ମାଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :