അർത്ഥം : ନ୍ୟାୟାଳୟ ବା ଅଧିକାରୀଙ୍କ ଦ୍ବାରା ଉଚିତ କାର୍ଯ୍ୟାନୁଷ୍ଠାନ ବା ପ୍ରତିକାର କରିବା ଉଦ୍ଦେଶ୍ୟରେ କୌଣସି ଅପରାଧ ବା ଦୋଷ ପାଇଁ ଧ୍ୟାନ ଦେବାର କ୍ରିୟା
ഉദാഹരണം :
କେତେକ ନ୍ୟାୟ ପର୍ଯ୍ୟବେକ୍ଷଣ ବିନା ହୋଇଯାଇଥାଏ
പര്യായപദങ്ങൾ : ଅବେକ୍ଷଣ
മറ്റ് ഭാഷകളിലേക്കുള്ള വിവർത്തനം :
न्यायालय या अधिकारी द्वारा उचित कार्रवाई या प्रतिकार करने के उद्देश्य से किसी अपराध या दोष की ओर ध्यान देने की क्रिया।
कितने न्याय अवेक्षा के बिना ही हो जाते हैं।അർത്ഥം : ଏହା ଦେଖିବାର କ୍ରିୟା ଯେ ସବୁ ବିଷୟଗୁଡ଼ିକ ଠିକ ଅଛି କି ନାହିଁ
ഉദാഹരണം :
ରାମର ପର୍ଯ୍ୟବେକ୍ଷଣରେ ଏହି କାମ ହେଉଛି
പര്യായപദങ്ങൾ : ଦେଖାଚାହାଁ, ନିରୀକ୍ଷଣ
മറ്റ് ഭാഷകളിലേക്കുള്ള വിവർത്തനം :
Attention and management implying responsibility for safety.
He is in the care of a bodyguard.