അർത്ഥം : କୌଣସି ବିଷୟ ବା କଥାର ଶେଷ ବା ଚରମ ସୀମା
ഉദാഹരണം :
କେହି ବି ନିଜ ଅଧିକାରର ପରିସୀମା ଲଙ୍ଘନ କରିବା ଉଚିତ ନୁହେଁ
മറ്റ് ഭാഷകളിലേക്കുള്ള വിവർത്തനം :
The greatest amount of something that is possible or allowed.
There are limits on the amount you can bet.അർത്ഥം : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
ഉദാഹരണം :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
പര്യായപദങ്ങൾ : ଅବଧି, ଗଣ୍ଡି, ଚୌହଦି, ଧାର, ସୀମା
മറ്റ് ഭാഷകളിലേക്കുള്ള വിവർത്തനം :
The point or degree to which something extends.
The extent of the damage.അർത്ഥം : ଯେଉଁ ସ୍ଥାନରେ ସୀମାର ଶେଷ କିମ୍ବା ଅନ୍ତ ହୋଇଥାଏ
ഉദാഹരണം :
ମୋ ଗାଁର ସୀମାନ୍ତ ହେଉଛି ଏହି ନାଳ
പര്യായപദങ്ങൾ : ଅନ୍ତିମସୀମା, ସୀମା
മറ്റ് ഭാഷകളിലേക്കുള്ള വിവർത്തനം :