അർത്ഥം : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାର କାର୍ଯ୍ୟ
ഉദാഹരണം :
ପରିବହନ ପାଇଁ ପରିବାହକର ଆବଶ୍ୟକତା ହେବ
മറ്റ് ഭാഷകളിലേക്കുള്ള വിവർത്തനം :
The act of moving something from one location to another.
conveyance, transfer, transferral, transport, transportationഅർത്ഥം : କୌଣସି ଜିନିଷ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ବା ନେଉଥିବାର କ୍ରିୟା
ഉദാഹരണം :
ଜିନିଷପତ୍ର ବହନ କରିବାପାଇଁ ସେ କୁଲିକୁ ଡାକିଲା
പര്യായപദങ്ങൾ : ବହନ
മറ്റ് ഭാഷകളിലേക്കുള്ള വിവർത്തനം :
The act of moving something from one location to another.
conveyance, transfer, transferral, transport, transportationഅർത്ഥം : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
ഉദാഹരണം :
ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
പര്യായപദങ്ങൾ : ଗମନାଗମନ, ଯାତାୟାତ, ଯିବାଆସିବା
മറ്റ് ഭാഷകളിലേക്കുള്ള വിവർത്തനം :
A facility consisting of the means and equipment necessary for the movement of passengers or goods.
transit, transportation, transportation system