പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ପରିତ୍ୟକ୍ତ എന്ന വാക്കിന്റെ അർത്ഥവും ഉദാഹരണവും.

ପରିତ୍ୟକ୍ତ   ବିଶେଷ୍ୟ

അർത്ഥം : ଯେଉଁ ବ୍ୟକ୍ତିଙ୍କୁ ତ୍ୟାଗ କରାଯାଇଛି

ഉദാഹരണം : ଏଠାରେ ପରିତ୍ୟକ୍ତଙ୍କୁ ଶରଣ ଦିଆଯାଏ


മറ്റ് ഭാഷകളിലേക്കുള്ള വിവർത്തനം :

वह व्यक्ति जिसका त्याग किया गया हो।

यहाँ परित्यक्तों को शरण दी जाती है।
परित्यक्त

A person who is rejected (from society or home).

castaway, ishmael, outcast, pariah

അർത്ഥം : ଯେଉଁ ବାଳକକୁ ତାର ପିତାମାତା ତ୍ୟାଗ କରିଛନ୍ତି ଓ ଯାହାକୁ ଅନ୍ୟକେହି ପୁଅଭଳି ପାଳନ କରିଛି

ഉദാഹരണം : ପରିତ୍ୟକ୍ତର ଜୀବନ ସୁଖମୟ ଥିଲା


മറ്റ് ഭാഷകളിലേക്കുള്ള വിവർത്തനം :

वह बालक जो माता-पिता द्वारा त्यागा हुआ हो और जिसे अन्य द्वारा पुत्रवत् पाला जाय।

अपविद्ध का जीवन सुखमय था।
अपविद्ध

ପରିତ୍ୟକ୍ତ   ବିଶେଷଣ

അർത്ഥം : ମାତା-ପିତାଦ୍ୱାରା ତ୍ୟାଗ କରାଯାଇଥିବା ବାଳକ ଯେ ଅନ୍ୟଦ୍ୱାରା ପୁତ୍ର ଭଳି ପାଳିତ ହୁଏ

ഉദാഹരണം : ସେ ନିଜର ପ୍ରକ୍ଷିପ୍ତ ଜୀବନକୁ ସାର୍ଥକ କରିବାକୁ ଚାହୁଁଛି

പര്യായപദങ്ങൾ : ଅପବିଦ୍ଧ, ପ୍ରକ୍ଷିପ୍ତ


മറ്റ് ഭാഷകളിലേക്കുള്ള വിവർത്തനം :

माता-पिता द्वारा त्यागे हुए बालक का जो अन्य द्वारा पुत्रवत् पाला जाय।

वह अपने अपविद्ध जीवन को सार्थक बनाना चाहता है।
अपविद्ध

അർത്ഥം : ତ୍ୟାଗ କରାଯାଇଥିବା, ଛାଡ଼ି ଦିଆଯାଇଥିବା ବା ଅଲଗା କରାଯାଇଥିବା

ഉദാഹരണം : ସେ ନିଜର ପରିତ୍ୟକ୍ତା ସ୍ତ୍ରୀକୁ ପୁଣି ଆପଣାଇଲେ

പര്യായപദങ്ങൾ : ତ୍ୟକ୍ତ, ବର୍ଜିତ


മറ്റ് ഭാഷകളിലേക്കുള്ള വിവർത്തനം :

त्यागा, छोड़ा अथवा अलग किया हुआ।

उसने अपनी परित्यक्त पत्नी को फिर से अपना लिया।
अपरिगृहीत, अपवर्जित, अपविद्ध, अपास्त, अभिनियुक्त, अवसृष्ट, आवर्जित, त्यक्त, परित्यक्त, बहिष्कृत, हीन