അർത്ഥം : କାବ୍ୟରେ ଗୁଣ ରହିତ ଏବଂ କେବଳ ଧ୍ୱନି ମେଳ କରି ସାଧାରଣ କବିତା ରଚନା କାମ
ഉദാഹരണം :
ସେହି କବିଙ୍କର ପଦଯୋଡ଼ା କବିତାକୁ ସମସ୍ତେ ଉପହାସ କରୁଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
काव्य के गुणों से रहित और केवल तुक जोड़कर साधारण कविता रचने का काम।
उस कवि की तुकबंदी का सभी उपहास कर रहे थे।അർത്ഥം : କାବ୍ୟର ଗୁଣ ନଥିବା କଦାକାର ବା ସାଧାରଣ କବିତା
ഉദാഹരണം :
କବିଙ୍କ ପଦଯୋଡ଼ା କବିତା ଶୁଣି ସମସ୍ତେ ହସିବାକୁ ଲାଗିଲେ
മറ്റ് ഭാഷകളിലേക്കുള്ള വിവർത്തനം :
भद्दी या साधारण कविता जिसमें काव्य के गुण न हों।
कवि की तुकबंदी सुनकर सभी हँस पड़े।